ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଆଇନଗତ ଏବଂ ବ୍ୟବସାୟିକ ସେବା ରେ

ବୃତ୍ତି

ଜୀବନ ବୀମା ଏଜେଣ୍ଟ


ଜୀବନ ବୀମା ଏଜେଣ୍ଟ

NCS CODE: 3321.0100 | V013

ଜଣେ ଜୀବନ ବୀମା ଏଜେଣ୍ଟ ଉପଲବ୍ଧ ବୀମା ଉତ୍ପାଦ ଏବଂ ସେବାଗୁଡିକ ଉପରେ ପରାମର୍ଶ ଦେଇ ଗ୍ରାହକଙ୍କ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା କରିବାର ଆବଶ୍ୟକତାକୁ ବୁଝାନ୍ତି । ସେମାନେ ଗ୍ରାହକମାନଙ୍କୁ ସେମାନଙ୍କ ବୀମା ପାଇବାରେ ସାହାଯ୍ୟ କରନ୍ତି ।

ଆବଶ୍ୟକ ଦକ୍ଷତା :
  • ପୂର୍ବାନୁମାନ ଦକ୍ଷତା
  • ବିକ୍ରୟ ଦକ୍ଷତା
  • ସମ୍ପର୍କ ନିର୍ମାଣ
  • ସାଂଗଠନିକ ଦକ୍ଷତା
  • ବିବରଣୀ ପ୍ରତି ଧ୍ୟାନ
  • ଯୋଗାଯୋଗ ଦକ୍ଷତା
ସଫଳତାର କାହାଣୀ

ରାଜେଶ୍ୱରୀ ଜାନ୍ଧୈଲା

ରାଜେଶ୍ୱରୀ ଜାନ୍ଧୈଲା ୪୨ ବର୍ଷ ବୟସରେ ଏସ୍.ବି.ଆଇ ଲାଇଫ୍ ଇନସ୍ୟୁରାନ୍ସ୍ ଅଭକର୍ତ୍ତା ଭାବରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ସେ ବୀମା କ୍ଷେତ୍ରରେ, ବୀମା କମ୍ପାନୀଗୁଡିକ ଦ୍ୱାରା ଅତିରିକ୍ତ ପ୍ରୋତ୍ସାହନ ଏବଂ ପ୍ରତିଯୋଗିତା ସହିତ ବିକ୍ରୟ ପୋର୍ଟଫୋଲିଓ ଆଧାରରେ ଏକ ମାସରେ ୫୦,୦୦୦ ଟଙ୍କା ରୋଜଗାର କରିଥିଲେ ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ